Home Oriya Odia Dictionary

Download Oriya Odia Dictionary APP

Know Oriya Odia Meaning

ଅଭିଜ୍ଞ ହେବା, ଆସିବା, ଚିହ୍ନିବା, ଜାଣିବା, ଜ୍ଞାନ ହେବା, ପରିଚିତ ହେବା, ବୁଝିପାରିବା, ବୁଝିବା, ମାନିବା, ରତିକରିବା, ରମଣକରିବା, ସମ୍ଭୋଗକରିବା, ସ୍ବୀକାରକରିବା

Definition

ଅଭିଜ୍ଞ କିମ୍ବା ପରିଚିତ ହେବା
ଅନୁଭବ ବା ସମ୍ବେଦନା ଆଦିରେ ଜ୍ଞାନ ପ୍ରାପ୍ତ କରିବା
କାହାର ସ୍ୱଭାବ ବା ଗୁଣକୁ ଜାଣିବା
କୌଣସି ବ୍ୟକ୍ତି ବା ବସ୍ତୁକୁ ଦେଖିବା ମାତ୍ରେ ତାହା କିଏ ବା କଣ

Example

ସଂସାରରେ ଯେକୌଣସି ବ୍ୟକ୍ତି ସବୁ ବିଷୟ ଭଲ ଭାବରେ ଜାଣନ୍ତି ନାହିଁ / ମୁଁ ଏବେ ଜାଣିଲି ଯେ ସେ ଲେଖାପଢ଼ା ଜାଣେନାହିଁ
ମୁଁ ତାଂକୁ ବୁଝିପାରିଲିନାହିଁ
ମୁଁ ତାଙ୍କୁ ଆଗରୁ ଚିହ୍ନିଥିଲି
ମୁଁ ତାକୁ ଗତ ଦଶ ବର୍ଷ ହେଲା ଜାଣିଛି
ଅନ୍ଧ ମହିଳା