Home Oriya Odia Dictionary

Download Oriya Odia Dictionary APP

Knowledgeable Oriya Odia Meaning

ଶିକ୍ଷିତ, ସୁଶିକ୍ଷିତ

Definition

ଅନୁଭବ ଧାରଣ କରୁଥିବା ଲୋକ ବା ଯାହାର କୌଣସି କାମ ଓ ବସ୍ତୁର ଅନୁଭବ ଥାଏ
ଯେ ବହୁତ ବେଶି ପାଠ ପଢ଼ିଛି
ଯାହାର କୌଣସି ବିଷୟରେ ଭଲ ଜ୍ଞାନ ରହିଛି
ଯିଏ ଉତ୍ତମ ଶିକ୍ଷା ପାଇଥାଏ
ଯାହାର ଅବଗତି ଅଛି

Example

ଏହି କାମପାଇଁ ଅନୁଭବୀ ବ୍ୟକ୍ତିର ଆବଶ୍ୟକତା ରହିଛି
ଆଜିର ସଭାରେ କେହିଜଣେ ବିଦ୍ୱାନ‌ ବ୍ୟକ୍ତି ଭାଷଣ ଦେଇଥିଲେ
ଭାରତ ପ୍ରଥମରୁ ହିଁ ବିଦ୍ୱାନମାନଙ୍କ ଦେଶ
ସୁଶିକ୍ଷିତ ଲୋକଙ୍କ ସଙ୍ଗ ଉତ୍ତମ
ଏହି କାମକୁ କୌଣସି