Home Oriya Odia Dictionary

Download Oriya Odia Dictionary APP

Lab Oriya Odia Meaning

ପ୍ରୟୋଗଶାଳା, ଲାବୋରେଟୋରୀ, ଲାବ୍‌

Definition

ଯେଉଁ ସ୍ଥାନରେ କୌଣସି ବିଷୟରେ ବିଶେଷତଃ ବୈଜ୍ଞାନିକ ପ୍ରୟୋଗ ବା ଯାଞ୍ଚ କରାଯାଏ

Example

ଆମ ବିଦ୍ୟାଳୟରେ ଅନେକ ପ୍ରୟୋଗଶାଳା ଅଛି ଯେଉଁଠି ପ୍ରତିଦିନ କିଛି ନା କିଛି ପ୍ରୟୋଗ ଚାଲିଛି