Home Oriya Odia Dictionary

Download Oriya Odia Dictionary APP

Labial Oriya Odia Meaning

ଓଠର, ଓଷ୍ଠ୍ୟ, ଔଷ୍ଠ୍ୟ

Definition

ଯେଉଁଗୁଡିକର ଉଚ୍ଚାରଣ ଓଠଦ୍ୱାରା ହୁଏ

ଯେଉଁ ବର୍ଣ୍ଣର ଉଚ୍ଚାରଣ ଓଠରୁ ହୋଇଥାଏ

Example

ପ, ଫ, ବ ଆଦି ଓଷ୍ଠ୍ୟ ବର୍ଣ୍ଣ

ଓଠ ସହାୟତାରେ ଉଚ୍ଚାରିତ ହେଉଥିବା କାରଣରୁ ପ ବର୍ଗର ବର୍ଣ୍ଣକୁ ଓଷ୍ଠୟ କୁହାଯାଏ