Home Oriya Odia Dictionary

Download Oriya Odia Dictionary APP

Labour Oriya Odia Meaning

ଖଟେଇବା, ରଗଡିବା, ଲଗେଇବା

Definition

ଏପରି କାମ ଯାହା କରୁକରୁ ଶରୀରରେ ଶିଥିଳତା ଆସିଯାଏ
ମାନସିକ ବା ଶାରୀରିକ ପୀଡ଼ାର ପ୍ରାଧାନ ଘଟିବା
ଯେ ଅନ୍ୟପାଇଁ ଶାରୀରିକ ଶ୍ରମ କରି ନିଜର ପେଟ ପୋଷେ

Example

ପରିଶ୍ରମର ଫଳ ମିଠା
ବିବାହ ପରେ ଦୁଇ-ତିନି ବର୍ଷ ପର୍ଯ୍ୟନ୍ତ ଗୀତା ଶ୍ୱଶୁର ଘରେ ବହୁତ କଷ୍ଟ ସହିଲା
ଶ୍ରମିକମାନେ କେନାଲ ଖୋଳୁଛନ୍ତି