Home Oriya Odia Dictionary

Download Oriya Odia Dictionary APP

Lack Oriya Odia Meaning

ଅଭାବ, ଅଲଭ୍ୟ , ଅସୁଲଭ, କମ୍, ଦୁର୍ଲ୍ଲଭ

Definition

ଲୁପ୍ତ ହୋଇଯାଉଥିବା କୌଣସି ବସ୍ତୁର ସାମାନ୍ୟ ଅବଶେଷ
ଅଳ୍ପ ହେବାର ଅବସ୍ଥା ବା ଭାବ
ଦୁର୍ଲ୍ଲଭ ହେବାର ଅବସ୍ଥା ବା ଭାବ
ଖରାପ ଗୁଣ
ପଡ଼ିଯିବା ବା ଘଟିବାର କ୍ରିୟା ବା ଭାବ

Example

ବର୍ଷା ହେଉନଥିବାରୁ ନଦୀରେ ପାଣି କମ୍‌ ହୋଇଯାଇଛି
ସମୟ କମ୍‌ ହେବା କାରଣରୁ ମୁଁ ସେଠାକୁ ଯାଇପାରିଲି ନାହିଁ
ଖରାଦିନେ ପାଣି ଅଭାବ ହୁଏ
ବ୍ୟକ୍ତି ଦୁର୍ଗୁଣରୁ ମୁକ୍ତ ହେବା ଆବଶ୍ୟକ
ଶେୟାର ମୂଲ୍ୟରେ କ୍ରମାଗ