Home Oriya Odia Dictionary

Download Oriya Odia Dictionary APP

Laconic Oriya Odia Meaning

ଦୁଇପଦିଆ

Definition

ଯେ ବେଶି କହେ ନାହିଁ ବା ଯେ କାମ ଚଳିଗଲା ଭଳି କଥା କହେ
ଯାହା କମ ଶବ୍ଦରେ ଲେଖାଯାଏ କିମ୍ବା କୁହାଯାଏ
ମପାଚୁପା,ସଂକ୍ଷିପ୍ତ ଏବଂଖାଣ୍ଟି
ଦୁଇ ଖଣ୍ଡର
ମାତ୍ରା, ଆକାର, ବିସ୍ତାରଆଦିରେ ସୀମିତ ବା ଆଉ କାହା ତୁଳନାରେ କମ୍

Example

ଶ୍ୟାମ ଅଳ୍ପଭାଷୀ
ଆପଣ ନିଜ ଯାତ୍ରାର ସଂକ୍ଷିପ୍ତ ବିବରଣୀ ଦିଅନ୍ତୁ
ତାଙ୍କର ଦୁଇପଦିଆ ଜବାବ ଶୁଣି ତ ମୁଁ ଅବାକ ହୋଇଗଲି
ଶୀଲା ଦିଫାଳ ଲୁଗାକୁ ସିଲେଇ କରୁଛି