Home Oriya Odia Dictionary

Download Oriya Odia Dictionary APP

Ladder Oriya Odia Meaning

ନିଶୁଣୀ, ସିଡି

Definition

ଉପର ଚଢ଼ିବା କିମ୍ବା ଓହ୍ଲାଇବାପାଇଁ ବନା ଯାଇଥିବା ସାଧନରେ ପାଦ ରଖିବାପାଇଁ ପ୍ରତ୍ୟେକ ସ୍ଥାନ
ଉଚ୍ଚ ସ୍ଥାନରେ ଚଢ଼ିବା ବା ଓହ୍ଲେଇବାର ଏହି ସାଧନା ଯାହା ଏକ ସ୍ଥାନରୁ ଅନ୍ୟ ସ୍ଥାନକୁ ନିଆଯାଇପାରେ
ବହୁତ ପତଳା (କପଡ଼ା)

Example

ଏହି ନିଶୁଣିରୁ ଦୁଇଟି ସିଡି ବାହାରି ଯାଇଅଛି
ଚୋର ଛାତଉପରେ ଚଢ଼ିବାପାଇଁ ବାଉଁଶ ସିଡ଼ି ବ୍ୟବହାର କଲା
ସୋହନ ପତଳା କପଡ଼ାର କୁର୍ତା ପିନ୍ଧିଥିଲା