Lakh Oriya Odia Meaning
୧00000, ଏକଲକ୍ଷ୍ୟ
Definition
କେତେକ ବିଶିଷ୍ଟ ଗଛର ଡାଳ ଉପରେ ଲାଲ ରଙ୍ଗର କିଛି ଛୋଟ କୀଟ ତିଆରି କରିଥିବା ଏକ ଲାଲ୍ ପଦାର୍ଥ
ଏକ ଶତ ହଜାର
ଶହେ ହଜାର ଥିବା ସଂଖ୍ୟା
ଅଙ୍କର ସ୍ଥାନକୁ ଗଣତିବେଳେ ଏକକ ସ୍ଥାନଆଡ଼ୁ ଗଣିଲାବେଳେ
Example
ଦୁର୍ଯ୍ୟୋଧନ ପାଣ୍ଡବମାନଙ୍କୁ ପୋଡ଼ିଦେବାପାଇଁ ଜଉ ଘର ତିଆରି କରାଇଥିଲା
ସେ ତା ଭାଇକୁ ଲକ୍ଷେ ଟଙ୍କା ଦେଲା
ତୁମେ କହିପାରିବ କି ଏକ ଲକ୍ଷ୍ୟରେ କେତୋଟି ଶୂନ୍ୟ ଅଛି?
ଏକଲକ୍ଷଚାରିରେ ଲକ୍ଷ ସ୍ଥାନରେ ଏକ ଅଛି
Ninety-one in Oriya OdiaSentence in Oriya OdiaHabilitate in Oriya OdiaDifficult in Oriya OdiaJoy in Oriya OdiaPendant in Oriya OdiaGo Back in Oriya OdiaGroan in Oriya OdiaHook in Oriya OdiaPresent Tense in Oriya OdiaBrother in Oriya OdiaCulmination in Oriya OdiaDaub in Oriya OdiaDagger in Oriya OdiaEntreaty in Oriya OdiaRole Player in Oriya OdiaNorge in Oriya OdiaStock Exchange in Oriya OdiaReceived in Oriya OdiaImage in Oriya Odia