Home Oriya Odia Dictionary

Download Oriya Odia Dictionary APP

Lament Oriya Odia Meaning

ଆର୍ତ୍ତନାଦ କରିବା, କାନ୍ଦ, କ୍ରନ୍ଦନ, କ୍ରନ୍ଦନ କରିବା, ଜୋରରେ କାନ୍ଦିବା, ବିଳାପ

Definition

କାନ୍ଦିକରି ଦୁଖ ପ୍ରକଟ କରିବାର କ୍ରିୟା ବା ଭାବ
ପ୍ରିୟ ବ୍ୟକ୍ତିର ମୃତ୍ୟୁ କିମ୍ବା ବିୟୋଗ କାରଣରେ ମନରେ ହେଉଥିବା ପରମ କଷ୍ଟ

Example

ରାମଙ୍କ ବନ ଗମନର ଖବର ଶୁଣି ଅଯୋଧ୍ୟାବାସୀ ବିଳାପ କରିବାକୁ ଲାଗିଲେ