Home Oriya Odia Dictionary

Download Oriya Odia Dictionary APP

Landing Oriya Odia Meaning

ଅବତରଣ

Definition

ଦେବତାଆଦି କିଛି ବିଶେଷ ଉଦ୍ଦେଶ୍ୟ ନେଇ ମନୁଷ୍ୟ ଶରୀର ଧାରଣ କରି ପୃଥିବୀକୁ କରିଥିବା ଆଗମନ
ଉପରୁ ତଳ ଆଡ଼କୁ ଆସିବା କ୍ରିୟା
ପ୍ରମାଣ, ସାକ୍ଷୀ ରୂପରେ ନିଆଯାଇଥିବା କୌଣସି ଲେଖାଆଦିର କିଛି ଅଂଶ
ନଦୀ ବା ଜଳାଶୟ କୂଳରେଥିବା

Example

ଭଗବାନ ରାମଙ୍କ ଅବତାର ତ୍ରେତୟା ଯୁଗରେ ହୋଇଥିଲା
ପାହାଡ଼ରୁ ଅବରୋହଣ କଲା ସମୟରେ ସାବଧାନ ରହିବା ଆବଶ୍ୟକ
ସେ ନଦୀଘାଟରେ ବସି ନୌକାର ପ୍ରତୀକ୍ଷା କରୁଥିଲେ
ଉଡ଼ାଜାହାଜଟି ଅବତରଣ କରିବାପାଇଁ ଚକ୍କର ମାରୁଛି
ରାମ ନଦୀ ପାରହେବାପାଇଁ କେଉଟଠାରୁ ଡଙ୍ଗା ମାଗିଲେ
ବଢ଼ିଗ୍ରସ୍ତ ଲୋକମାନେ