Home Oriya Odia Dictionary

Download Oriya Odia Dictionary APP

Landlord Oriya Odia Meaning

ଜମିଦାର

Definition

ଇଂରେଜ ଶାସନ କାଳରେ ଯେ ଜମିର ମାଲିକ ହୋଇଥିଲେ ଏବଂ ତାହାକୁ ଖଜଣା ନେଇ କୃଷକମାନଙ୍କୁ ଚାଷ କରିବା ନିମନ୍ତେ ଦେଉଥିଲେ
ପାନ୍ଥଶାଳାର ଜଗାରଖା ଏବଂ ସେଠାରେ ରହୁଥିବା ଲୋକଙ୍କ ଭୋଜନ ବ୍ୟବସ୍ଥା କରୁଥିବା ବ୍ୟକ୍ତି
ଘରର ମାଲିକ

Example

ପରିବାରର ଦାୟୀତ୍ୱ ଗୃହପତିଙ୍କ ଉପରେ ଥାଏ / ସେ ହିଁ ଜଣେ କୁଶଳ ଗୃହପତି ଯେ ଘରର ସଦସ୍ୟମାନଙ୍କ ମଧ୍ୟରେ ତାଳମେଳ ରଖନ୍ତି
ଜମିଦାର କୃଷକମାନଙ୍କ ସହିତ କ୍ରୂର ବ୍ୟବହାର କରୁଥିଲେ
ଏହି ପାନ୍ଥଶାଳାର ତତ୍ତ୍ୱାବଧାରକ ବଡ଼