Home Oriya Odia Dictionary

Download Oriya Odia Dictionary APP

Lanky Oriya Odia Meaning

ଦୁର୍ବଳ, ନହନହକା, ପତଳା

Definition

ହାଲୁକା ଓ ପତଳା ଦେହ ବା ଶରୀରବାଲା
କ୍ଷୀଣକାୟ ଶରୀର
ସୂତା ଭଳି ଦୁର୍ବଳ ଓ ପତଳା

Example

ଜଣେ ଧଡ଼ିଆ ଯୁବକ ଏହି ଦୌଡ଼ ପ୍ରତିଯୋଗିତାରେ ବାଜି ମାରିନେଲା
ରୋଗରେ ପଡ଼ି ସେ ବହୁତ ଦୁର୍ବଳ ହୋଇଯାଇଛି
ନହନହକା ଶ୍ରମିକଜଣକ ବୋଝ ନେଇ ଚାଲି ପାରୁ ନଥିଲା