Home Oriya Odia Dictionary

Download Oriya Odia Dictionary APP

Lao Oriya Odia Meaning

ଲାଓ, ଲାଓ ଭାଷା

Definition

ଥାଇଲ୍ୟାଣ୍ଡ ତଥା ଲାଓସ ଦେଶର ମେକୋଙ୍ଗ ନଦୀତଟରେ ବାସ କରୁଥିବା ଲୋକ
ଥାଇଲ୍ୟାଣ୍ଡ ତଥା ଲାଓସ ଦେଶର ମେକୋଙ୍ଗ ନଦୀର ତଟରେ ବାସ କରୁଥିବା ବୌଦ୍ଧ ଲୋକମାନଙ୍କର ଭାଷା
ଯେଉଁ ଲିପିରେ ଲାଓ ଭାଷା ଲେଖାଯାଏ
ଲାଓ

Example

ଲାଓ ବୌଦ୍ଧ ଧର୍ମର ଅନୁଗାମୀ
ବୌଦ୍ଧ ଭିକ୍ଷୁକ ଲାଓରେ କିଛି କହୁଥିଲେ
ଲାଓର ମୁଦ୍ରଣ ସ୍ପଷ୍ଟ ହୋଇନାହିଁ