Home Oriya Odia Dictionary

Download Oriya Odia Dictionary APP

Lap Oriya Odia Meaning

ଅବଲେହନ, କୋଳ, କ୍ରୋଡ , ଚାଟିବା, ପୋଛିପାଛି ଖାଇବା, ଲେହନ କରିବା

Definition

ଯେତେବେଳେ କୌଣସି ପିଲାଆଦିଙ୍କୁ ଉଠାଇ ଜଙ୍ଘ ଉପରେ ଦୁଇ ହାତରେ ଧରି ବା ସେହିଭଳି ନିଜ ପେଟ, ଛାତିଆଦିରେ ଜାକି ଧରିବାର ଶାରୀରିକ ଅବସ୍ଥା
ଶାଢ଼ୀ, ଓଢ଼ଣୀଆଦିର ଯେଉଁ ଅଂଶ କାନ୍ଧ ଉପରେ ପଡ଼ିଥାଏ
କୌଣସି ସ୍ଥାନଆଦିରେ ଚାରିପଟେ ବୁଲିବା କାମ

Example

ମା’ ପିଲାକୁ କୋଳରେ ବସେଇ ଖାଦ୍ୟ ଖୁଆଉଛି
ପିଲାଟି ମାଆଙ୍କ ଶାଢ଼ୀର କାନିକୁ ଧରିଛି
କୁମ୍ଭାର ଚକ ଏକ ପ୍ରକାରର ଚକ୍ର
କାଗଜ ଆଦି ଯୋଡ଼ିବା କାମରେ ଅଠା ବ୍ୟବହୃତ ହୁଏ
ତହସିଲଦାରଙ୍କୁ ଦେଖାକରିବାପାଇଁ ବହୁତ ଦଉଡ଼ିବାକୁ ପଡ଼ିଲା
ଠକ ପଣ୍ଡିତଙ୍କ ଫାନ୍ଦରେ ପଡ଼ି ସୋହନ ହଜାର