Home Oriya Odia Dictionary

Download Oriya Odia Dictionary APP

Largesse Oriya Odia Meaning

ଉଦାରତା, ଦାତବ୍ୟ, ଦାନଶୀଳତା, ଦାନୀପଣ

Definition

ଦାନଶୀଳ ହେବାର ଅବସ୍ଥା ବା ଭାବ
ଉଦାର ହେବାର ଅବସ୍ଥା ବା ଭାବ

Example

କର୍ଣ୍ଣର ଦାନୀପଣ ହିଁ ତାର ମୃତ୍ୟୁର କାରଣ ହେଲା
ସେଠ‌ କରୋଡ଼ୀମଲ ତାଙ୍କ ଉଦାରତାପାଇଁ ପ୍ରସିଦ୍ଧ