Home Oriya Odia Dictionary

Download Oriya Odia Dictionary APP

Later On Oriya Odia Meaning

ଅନନ୍ତର, ଉତ୍ତାରୁ, ଉପରାନ୍ତ, ପଛକୁ, ପଛରେ, ପରେ, ପଶ୍ଚାତ୍‌, ବାଦେ

Definition

କୌଣସି ଜଣଙ୍କର ସମ୍ମୁଖ ବା ଉପସ୍ଥିତିରେ
ପ୍ରୟୋଜନ ସହିତ ବା କୌଣସି ପ୍ରୟୋଜନ ବା ଉଦ୍ଦେଶ୍ୟରେ
ପଛରେ କିମ୍ବା ପିଠି ପଟକୁ
କାହାକୁ ଅନୁକରଣ କରି ବା କାହାରି ପୃଷ୍ଠ ଭାଗରେ ରହି
କୌଣସି ପ୍ରଶ୍ନ ବା କଥା ଶୁଣି ତାହାର ସମାଧ

Example

ସେ ମୋ ପଛେ ପଛେ ଆସୁଛି
ଆପଣ ମୋ ପ୍ରଶ୍ନର ଉତ୍ତର ଦେଇନାହାନ୍ତି
ମୁ ଏଠାକୁ ପରେ ଆସିବି
ପଢ଼ାରେ ରାଘବ ମାଧବ ଠାରୁ ଉତ୍ତମ
ଭାରତର ଉତ୍ତରରେ ହିମାଳୟ ପର୍ବତ ବିରାଜମାନ
ଅନବରତ ବର୍ଷାହେବା କାରଣରୁ ଜନ-ଜୀବନ ଅସ୍ତବ୍ୟସ୍ତ