Home Oriya Odia Dictionary

Download Oriya Odia Dictionary APP

Laughter Oriya Odia Meaning

ହସ, ହାସ୍ୟ

Definition

ଖୁବ୍ ଜୋରର ହସ
କାହାକୁ ନିନ୍ଦିତ କରିବାପାଇଁ ହସିବା ବା ତାହାର ଖରାପ କରିବା କ୍ରିୟା
ମନକୁ ଆମୋଦିତ କଲାଭଳି କଥା ବା କାମ
କାହାରିକୁ ଚିଡ଼ାଇବା, ଦୁଃଖି କରିବା, ନୀଚଭାବେ ଦେଖିବାଆଦି ନିମନ୍ତେ କୁହାଯାଉଥିବା କଥା ଯାହା ସ୍ପଷ

Example

ରାମ ଲୀଳାରେ ରାବଣଙ୍କ ଅଟ୍ଟହାସ୍ୟ ଶୁଣି ଦର୍ଶକମାନେ ଡରିଗଲେ
ତାହାର ଖୁବ୍‌ ହଇରାଣ ହେବା କାରଣରୁ ସେ ସବୁ ଜାଗାରେ ସମସ୍ତଙ୍କର ଉପହାସର ପାତ୍ର ହୋଇଗଲା
ଆଜିକାଲିର ନେତା ଜଣେ ଅନ୍ୟଜଣଙ୍କ ପ୍ରତି ବ୍ୟଙ୍ଗ କରିବାରେ ପଟୁ
ତାର ହସ ମନଜିଣା
ତାର ହସ ଏ ପର୍ଯ୍ୟନ୍ତ ଶୁଭୁଥି