Home Oriya Odia Dictionary

Download Oriya Odia Dictionary APP

Lax Oriya Odia Meaning

ଢିଲା, ଶିଥିଳ

Definition

ଯେ ସାବଧାନ ନୁହେଁ
ଢିଲା ହେବାର ଅବସ୍ଥା କିମ୍ବା ଭାବ
ଯାହା ଭଲ ଭାବରେ ବନ୍ଧା ହୋଇନାହିଁ କିମ୍ବା ଠିକ ଭାବରେ କସା ହୋଇନାହିଁ
ଯେ କୌଣସି କାରଣରୁ ପଡ଼ି ଯାଇଥିବା
ଯାହା ସଂକୀର୍ଣ୍ଣ ବା କଷକଷିଆ ନୁହେଁ
ଯାହା କଷା ବା ଟଣା ହୋଇନାହିଁ
ଭଲରୂପେ ‌ ବନ୍ଦ କରାଯାଇ ନଥିବା, ବନ୍ଧା ହୋଇନଥିବା ବା କସା ଯାଇନଥିବା
ଯାହା

Example

ଅସାବଧାନ ବ୍ୟକ୍ତି ବିପଦବେଳେ ଅଡ଼ୁଆରେ ପଡ଼ିଯାଏ
ନିଜ କାମରେ ଢିଲା ହୁଅନାହିଁ, ପରେ ପଶ୍ଚାତାପ କରିବ
ବୃଦ୍ଧାବସ୍ଥାରେ ଶରୀର ଶିଥିଳ ହୋଇଯାଏ
ସେ ଉଦାସ ହୋଇ ଧୀର ଗତିରେ ଆଗକୁ ବଢ଼ିବାକୁ ଲାଗିଲା
ମୋହନ ଢିଲା