Home Oriya Odia Dictionary

Download Oriya Odia Dictionary APP

Lead Oriya Odia Meaning

ଅଗ୍ରସର ହେବା, ଅଧିକ ଉନ୍ନତି କରିବା, ଗମନ କରିବା, ଚାଲିବା, ଦଉଡି, ଦୌଡିବା, ପଘା, ପଛରେ ପକାଇବା, ପ୍ରସାରିତ ହେବା, ବିସ୍ତାରିତ ହେବା, ବିସ୍ତୃତ ହେବା, ବ୍ୟାପ୍ତ ହେବା, ଯିବା

Definition

ନେତା ବା ନାୟକଙ୍କ କାର୍ଯ୍ୟ
ଏକ ପାରଦର୍ଶକ ମିଶ୍ର ପଦାର୍ଥ
କାହାରିକୁ କେଉଁଟା ଠିକ୍‌ ବା କ’ଣ ହେବା ଉଚିତ କହିବା
ଜନସାଧାରଣଙ୍କୁ ପାଣି ପିଆଇବା ସ୍ଥାନ
ଇଷତ୍‌ କଳା ରଙ୍ଗର ଗୋଟିଏ ମୂଳ ଧାତୁ ଯାହାର ପରମାଣୁ

Example

ଭାରତୀୟ ସୈନିକମାନେ କୁଶଳ ସେନାପତିମାନଙ୍କ ନେତୃତ୍ୱରେ ଶତୃମାନଙ୍କୁ ଛିନ୍ନଭିନ୍ନ କଲେ
କାଚ ଗିଲାସ ପଡ଼ି ଭାଙ୍ଗିଗଲା
ଗୁରୁ ପିଲାମାନଙ୍କୁ ଏହି କାମ ବିଷୟରେ ପରାମର୍ଶ ଦେଉଛନ୍ତି
ମହାନଗରୀଗୁଡ଼ିକରେ ସ୍ଥାନେସ୍ଥାନେ ଜଳଛତ୍ର ଖୋଲିଥାଏ
ପିଲାମ