Home Oriya Odia Dictionary

Download Oriya Odia Dictionary APP

Lead On Oriya Odia Meaning

ଆଖିରେ ଧୂଳି ଦେବା, ଛଳ କରିବା ଧୋକାଦେବା, ଛଳନା କରିବା, ପ୍ରବଞ୍ଚନା କରିବା

Definition

ଖରାପ ଅଭିପ୍ରାୟ ନେଇ କାହାକୁ ପରାମର୍ଶ ଦେବା
ମିଠାମିଠା କଥା କହି ସନ୍ତୁଷ୍ଟ ବା ଅନୁକୂଳ କରିବା
ଭ୍ରମରେ ପକାଇବା
କୁମାର୍ଗରେ ପ୍ରରୋଚିତ କରିବା ବା ଉସୁକେଇବାର ପ୍ରକ୍ରିୟା

Example

ସେ ପିଲାମାନଙ୍କୁ ଫୁସୁଲାଉଥିଲା
ମା କାନ୍ଦୁଥିବା ପିଲାଟିକୁ ମିଠେଇ ଦେଇ ବୁଝାଉଥିଲେ
ଯାଦୁକର ଲୋକମାନଙ୍କୁ ମୋହମୁଗ୍ଧ କରେ
ଖରାପ ସାଙ୍ଗଙ୍କ ପ୍ରରୋଚନାରେ ପଡ଼ି ରାମ ଚୋରି କଲା