Home Oriya Odia Dictionary

Download Oriya Odia Dictionary APP

Leaf Oriya Odia Meaning

ଦ୍ବାର କଣ୍ଟକ, ପୃଷ୍ଠା, ଫର୍ଦ, ଫଳଣି, ଫାଳ

Definition

ଛୋଟ ପତ୍ର
ଶାଢ଼ୀ, ଓଢ଼ଣୀଆଦିର ଯେଉଁ ଅଂଶ କାନ୍ଧ ଉପରେ ପଡ଼ିଥାଏ
ଗଛବୁଦାରେ ହେଉଥିବା ସବୁଜ ରଙ୍ଗର ପତାଳା ହାଲୁକା ଅବୟବ ଯାହା ତାହାର ଡାଳରୁ ବାହାରିଥାଏ
କବାଟ ବନ୍ଦ କରିବାପାଇଁ ଚୌକାଠରେ ଲଗାଯାଇଥିବା କାଠଆଦିର ପଟା
ଧାତୁର ପତଳା

Example

ଛେଳିଗୁଡ଼ିକ କ୍ଷେତରେ କଅଁଳିଆ ପତ୍ର ଖାଉଛନ୍ତି
ପିଲାଟି ମାଆଙ୍କ ଶାଢ଼ୀର କାନିକୁ ଧରିଛି
ସେ ବଗିଚାରେ ପଡ଼ିଥିବା ଶୁଖିଲା ପତ୍ର ଏକତ୍ର କରୁଛି
ଝଡ଼ ଯୋଗୁଁ ଝରକାର କବାଟ ଧଡ଼୍ଧଡ଼୍ ହେଉଅଛି
ଏହି ଗାଡ଼ିର ଶରୀର ଧାତୁ ପାତରେ ତିଆରି ହୋଇଛି