Home Oriya Odia Dictionary

Download Oriya Odia Dictionary APP

Learning Oriya Odia Meaning

ଜ୍ଞାନ, ଧୀମତ୍ତା, ପାଣ୍ଡିତ୍ୟ, ବିଜ୍ଞତା, ବିଦଗ୍ଧତା, ବିଦ୍‌ବତ୍ତା

Definition

ପ୍ରତ୍ୟେକ ବସ୍ତୁ ଓ ବିଷୟରେ ମନ ବା ବିବେକର ଅବଗତି
ଜ୍ଞାନ ଯୁକ୍ତ ଭାବ ବା ଜ୍ଞାନୀ ହେବା ଅବସ୍ଥା
କୌଣସି କାର୍ଯ୍ୟକୁ ଭଲରେ କରିବାର କୌଶଳ ବିଶେଷତଃ ଏପରି

Example

ତାଙ୍କର ସଂସ୍କୃତରେ ଭଲ ଜ୍ଞାନ
ତାଙ୍କ କଳାକୁ ସମସ୍ତେ ମାନନ୍ତି
କନ୍ୟାକୁମାରୀରେ ଆତ୍ମଚିନ୍ତନ କରୁଥିବା ସମୟରେ ବିବେକାନନ୍ଦଙ୍କର ଆତ୍ମଜ୍ଞାନ ହେଲା
ପ୍ରାଚୀନ କାଳରେ କାଶୀକୁ ବିଦ୍ୟାର କେନ୍ଦ୍ର ରୂପେ ବିବେଚନା କରାଯାଉଥିଲା
ଗୀତାରେ ଭଗବାନ କୃଷ୍ଣଙ୍କଦ୍ୱାରା ଦିଆଯାଇଥିବା