Home Oriya Odia Dictionary

Download Oriya Odia Dictionary APP

Leave Oriya Odia Meaning

ଅତିକ୍ରାନ୍ତ ହୋଇଯିବା, ଅଲଗା ହେବା, ଇଚ୍ଛାପତ୍ର କରିବା, ଉଇଲ୍ କରିବା, ଚାଲିଯିବା, ଛାଡି ଦେବା, ଛାଡିବା, ଦୂରେଇଦେବା, ପଛରେ ରହିଯିବା, ପୃଥକ ହେବା, ବାହାରିଯିବା, ବିଦାୟ, ହଟିଯିବା

Definition

କୌଣସି କାମ କରିବା ପୁର୍ବରୁ ସେ ସଂପର୍କରେ ବଡ଼ମାନଙ୍କ ସହିତ ମିଶି ବା ତାଙ୍କଠାରୁ ଆଜ୍ଞାରୂପରେ ନିଆଯାଉଥିବା ସ୍ୱୀକୃତି
ଆରାମର ସମୟ
ଛୁଟି ନିମନ୍ତେ ଅନୁମତି
କାମ ବନ୍ଦ ହେବାର ସେହି ଦିନ, ଯେଉଁଦିନ ନିୟମିତ ରୂପରେ ଲୋକେ କାମରେ ଉପସ୍ଥିତ ରହନ୍ତି ନାହିଁ
କା

Example

ବଡ଼ମାନଙ୍କର ଅନୁମତି ବିନା କୌଣସି ବି କାମ କରିବା ଉଚି‌ତ ନୁହେଁ
ଆପଣ ମୋ ସହିତ ଫୁରସତ୍‌ ବେଳେ ମିଶନ୍ତୁ
ଘରକୁ ଯିବା ନିମନ୍ତେ ତୁମେ ପନ୍ଦର ଦିନ ପୂର୍ବରୁ ଅନୁମତି