Home Oriya Odia Dictionary

Download Oriya Odia Dictionary APP

Leftism Oriya Odia Meaning

ବାମପକ୍ଷ, ବାମପନ୍ଥ, ବାମମାର୍ଗ

Definition

ଯିଏ ବାମପନ୍ଥର ସପକ୍ଷରେ
କୌଣସି ବିଷୟରେ ଉଗ୍ରମତ ଥିବା ବ୍ୟକ୍ତିଙ୍କ ସିଦ୍ଧାନ୍ତ
ଜନକଲ୍ୟାଣକୁ ଆଗେଇ ଦେବା ନିମନ୍ତେ ତିଆରି ହୋଇଥିବା ଅଲଗା ଅଲଗା ପଥରେ ସାମାଜିକ,ରାଜନୈତିକ ଅଥବା ଆର୍ଥିକ ପରିବର୍ତ୍ତନକୁ ସମର୍ଥନ କରୁଥିବା ସିଦ୍ଧାନ୍ତ
ଜନକଲ୍ୟାଣକୁ ଆଗେଇ ଦ

Example

ପଶ୍ଚିମ ବଙ୍ଗରେ ବାମପନ୍ଥୀଙ୍କ ସରକାର ଶାସନ କରୁଛି
ମନୋଜ ବାମପନ୍ଥ ଆପଣେଇ ନେଇଛି
ସେ ବାମମାର୍ଗର ସମର୍ଥକ
ବାମପନ୍ଥୀମାନେ ମଧ୍ୟ ଏହି ସମ୍ମେଳନରେ ଭାଗ ନେଲେ