Home Oriya Odia Dictionary

Download Oriya Odia Dictionary APP

Leg Oriya Odia Meaning

ଗୋଡ, ପଦ, ପାଦ

Definition

ସେହି ଅଙ୍ଗ ଯାହାଦ୍ୱାରା ପ୍ରାଣୀ ଠିଆ ହୁଏ ବା ଚାଲବୁଲ କରେ
ଯାହା ଉପରେ କୌଣସି ଅନ୍ୟ ଏକ ଜିନିଷ ଠିଆହୋଇ ବା ତିଷ୍ଠି ରହିଥାଏ
ଅଣ୍ଟା ତଳେ ଏବଂ ଆଣ୍ଠୁର ଉପର ଅଂଗ
ଅସ୍ଥାୟୀ ରୂପରେ ରହିବା ସ୍

Example

ମୋ ପାଦ ଦରଜ ହୋଇଛି
କର୍ମଚାରୀ ଜଣଙ୍କ ଅଧିକାରୀଙ୍କ ପାଦତଳେ ପଡ଼ି କରୁଣ ଭାବେ ପ୍ରାର୍ଥନା କଲା
କୌଣସି ଜିନିଷର ମୂଳଦୁଆ ମଜବୁତ୍‌ ହେବା ଦରକାର
ତାର ଜଙ୍ଘର ଘା ଅଦ୍ୟାବଧି ଭଲ ହୋଇନାହିଁ
ଡେରା ଭିତରକୁ ସାପ ପଶିଆସିଥିଲା
ଏହା ଗୋର୍‌ଖା ରେଜିମେଣ୍ଟର ଛାଉଣୀ