Home Oriya Odia Dictionary

Download Oriya Odia Dictionary APP

Legitimate Oriya Odia Meaning

ଔରସ, ଔରସଜ, ଔରସ୍ୟ

Definition

ଯେ ବିବାହିତା ସ୍ତ୍ରୀ ଠାରୁ ଜନ୍ମିତ
କୌଣସି କଥା ପ୍ରସଙ୍ଗରେ ପୂର୍ବାପର ବା ତାଳମେଳ ଆଲୋଚନା ଅଥବା ଅନ୍ୟ କୌଣସି ପ୍ରକାରରେ ଠିକ୍‌ ବା ମେଳ ରଖିବାବାଲା
ଯାହା ବିଧି ଅନୁସାରେ କିମ୍ବା ନିୟମ ଅନୁସାରେ ଠିକ
ହୃଦୟ ବା ଅନ୍ତରାତ୍ମାରେ ହେଉଥ

Example

ଦାନବୀର କର୍ଣ୍ଣ ଔରସୀ ପୁତ୍ର ନଥିଲେ
ମନ୍ତ୍ରୀଙ୍କ ସଙ୍ଗତ ଉତ୍ତରରେ ସାମ୍ବାଦିକମାନେ ଚୁପ୍‌ ହୋଇଗଲେ
ଆମେ ବୈଧ କାମ କରିବା ଉଚିତ
ମଙ୍ଗଳା ସେମାନଙ୍କ ବୈଧପୁତ୍ର ନୁହେଁ