Home Oriya Odia Dictionary

Download Oriya Odia Dictionary APP

Lexicographer Oriya Odia Meaning

କୋଷକାର

Definition

ଯେଉଁ ବ୍ୟକ୍ତି ଶବ୍ଦଗୁଡ଼ିକୁ ଅକାରାଦି କ୍ରମରେ ସଂଗ୍ରହ କରି ତାର ଅର୍ଥ ସ୍ପଷ୍ଟ କରନ୍ତି
ଖଣ୍ଡାଖୋଳ ତିଆରି କରୁଥିବା ଲୋକ

Example

ଗୋପାଳ ଚନ୍ଦ୍ର ପ୍ରହରାଜ ଜଣେ ପ୍ରସିଦ୍ଧ କୋଷକାର
କୋଷକାର ଅତି ସୁନ୍ଦର ତଥା କମକୁଟିଆ ଖଣ୍ଡାଖୋଳ ତିଆରି କରିଛି
ରେଶମ ପୋକର ଖୋଷାରୁ ରେଶମ କନା ତିଆରି କରାଯାଏ