Home Oriya Odia Dictionary

Download Oriya Odia Dictionary APP

Liberate Oriya Odia Meaning

ଖଲାସ ହେବା, ମୁକ୍ତ ହେବା

Definition

କାହାକୁ ତାଦ୍ୱାରା କୃତ ଅପରାଧ ଆରୋପରୁ ମୁକ୍ତ କରିଦେବା
ନିଜ ମୁଠାରୁ ଅଲଗା କରିବା କିମ୍ବା ବନ୍ଧନରୁ ମୁକ୍ତ କରିବା
ଭବବାଧା ଦୂରକରିବା
କାର୍ଯ୍ୟ ବା ଦାୟିତ୍ୱରୁ ମୁକ୍ତ କରିବା

Example

ବିଚାରପତି ଆସାମୀକୁ ମୁକ୍ତ କରିଦେଲେ
ସେ ପିଞ୍ଜରାରେ ଥିବା ପକ୍ଷୀମାନଙ୍କୁ ମୁକ୍ତ କରିଦେଲେ
ଭଗବାନ ହିଁ ଆମ ସମସ୍ତଙ୍କୁ ତାରିବେ
ଦୟାକରି ଆପଣ ମୋ ସ୍ଥାନ ଗ୍ରହଣକରି ମୋତେ ମୁକ୍ତ କରନ୍ତୁ