Liberation Oriya Odia Meaning
ନିଲମ୍ବିତ, ବରଖାସ୍ତ, ମୁକ୍ତ ହେବା
Definition
କାହାରି ଅଧୀନ ନହୋଇ କେବଳ ନିଜ ଅଧୀନ ବା ସ୍ୱତନ୍ତ୍ର ହେବାର ଅବସ୍ଥା ବା ଭାବ
ଜନ୍ମ ଓ ମରଣର ବନ୍ଧନରୁ ଜୀବର ମୁକ୍ତି ହେବାର ଅବସ୍ଥା
କୌଣସି ପ୍ରକାର ଜଂଜାଳ, ବନ୍ଧନ, ଝଂଝଟ ଇତ୍ୟାଦିରୁ ମୁକ୍ତ ହେବାର କ୍ରିୟା
ଦାୟିତ୍ବ, ଦେଣା ଆଦିରୁ ମୁକୁଳିବାର
Example
ସେ ସ୍ୱାଧୀନତାର ଲଢ଼େଇ ଲଢ଼ୁଛି
ସାଧୁ ଲୋକଙ୍କର ମୋକ୍ଷ ପ୍ରାପ୍ତି ଘଟେ
କୌଣସି ପ୍ରକାର ବନ୍ଧନରୁ ମୁକ୍ତି ହେବାର ଆଶା ସମସ୍ତଙ୍କର ଥାଏ
ଅତିରିକ୍ତ କରଜରୁ ମୁକୁଳିବା ପାଇଁ ଘର ବିକିବା ଛଡା ଅନ୍ୟ ଗତିନାହିଁ
କ୍ଷୀଣରୋଗରେ
Death in Oriya OdiaMortified in Oriya OdiaHuman Beings in Oriya OdiaElsewhere in Oriya OdiaVagabond in Oriya OdiaPut To Work in Oriya OdiaHerd in Oriya OdiaMeld in Oriya OdiaLilliputian in Oriya OdiaSurgery in Oriya OdiaFaultfinding in Oriya OdiaInscribed in Oriya OdiaBorder in Oriya OdiaFire in Oriya OdiaTwenty-eight in Oriya OdiaProved in Oriya OdiaEsthesis in Oriya OdiaSemiskilled in Oriya OdiaDreadful in Oriya OdiaMorality in Oriya Odia