Home Oriya Odia Dictionary

Download Oriya Odia Dictionary APP

License Oriya Odia Meaning

ଅନୁମତିପତ୍ର, ଲାଇସେନ୍ସ୍‌

Definition

କୌଣସି ବିଶେଷ କାମ କରିବାପାଇଁ ବା ନିଜ ପାଖରେ କୌଣସି ବିଶେଷ ବସ୍ତୁ ରଖିବାପାଇଁ ଶାସନଦ୍ୱାରା ପ୍ରଦତ୍ତ ଅଧିକାର ପତ୍ର
ଯେଉଁ ଆଜ୍ଞାପତ୍ରରେ କାହାରିକୁ କିଛି କାର୍ଯ୍ୟ କରିବାର ଅଧିକାର ଦିଆଯାଇଥ

Example

ମହେଶକୁ ଗାଡ଼ି ଚଲେଇବାପାଇଁ ଲାଇସେନ୍ସ୍‌ ମିଳିଯାଇଛି
ବିନା ୱାରେଣ୍ଟରେ ପୋଲିସ୍ କାହାରିକୁ ଗିରଫ କରିପାରିବ ନାହିଁ