Home Oriya Odia Dictionary

Download Oriya Odia Dictionary APP

Lie Oriya Odia Meaning

ଅବସ୍ଥାନ କରିବା, ଅବସ୍ଥିତ ହେବା, ଅସତ୍ୟ କହିବା, ଗଡିବା, ମିଛ କହିବା, ମିଥ୍ୟାକଥା କହିବା, ରହିବା, ଶୋଇବା

Definition

ଯିଏ ଅସତ୍ୟରେ ପୂର୍ଣ୍ଣ
ଯାହା ସତ୍ୟ ନୁହେଁ
ଯାହାର ମସ୍ତିଷ୍କରେ ବିକାର ଆସିଯାଇଛି
ଯିଏ ଭ୍ରମରେ ପଡ଼ିଛି ବା ଯାହାର ଭ୍ରମ ହୋଇଛି
ଭ୍ରମରେ ପକାଇବା
ଯେ ନିଜ ଅଧିନରେ ନାହିଁ
ଗଡ଼ିବା କ୍ରିୟା
ମତ୍ତ ହୋଇଥିବା ହସ୍ତୀ
ଏକ ପ୍ରକାର ଧାତୁରା
ମିଛ କହିବା
କୌଣସି ସ୍ଥାନରେ ଅବସ୍ଥି

Example

ଯାଦୁକର ଲୋକମାନଙ୍କୁ ମୋହମୁଗ୍ଧ କରେ
କ୍ଲାନ୍ତିରୁ ଆରାମ ପାଇବାପାଇଁ ପଥିକ ଗଛ ତଳେ ଗଡ଼ିପଡ଼ିଲା
ପାଗଳ ହାତୀକୁ ଧରିବାପାଇଁ ଚେଷ୍ଟା ଚାଲୁରହିଅଛି
ଦିପହରର ଭୋଜନ ପରେ କିଛି ସମୟ ଶୋଇବା ଭଲବୋଲି ଗ୍ରହଣ କରାଯାଏ