Home Oriya Odia Dictionary

Download Oriya Odia Dictionary APP

Lief Oriya Odia Meaning

ସଉକରେ

Definition

ସଉକ ହେତୁ
ଯାହାଙ୍କର କୌଣସି କଥା ଆଦିରେ ସଉକ ଅଛି
ସୌକ ବା ସୌକ ସହ ସମ୍ବନ୍ଧିତ
ଯାହାଙ୍କର କୌଣସି ବିଷୟରେ ସଉକ ଥାଏ

Example

ସେ ସଉକରେ ଶିକାର କରେ
ମୋ ବାପା ସୌଖୀନ ଚିତ୍ରକର
ଚିତ୍ରକରିବା ମୋର ସୌକିନିଆ କାମ
ଏହି ପ୍ରତିଯୋଗିତା ସଉକିନିଆଙ୍କପାଇଁ ଆୟୋଜିତ କରାଯାଇଛି