Home Oriya Odia Dictionary

Download Oriya Odia Dictionary APP

Life Oriya Odia Meaning

ଆଜୀବନ କାରାବାସ, ଆୟୁ, ଆୟୁଷ, ଜୀବନ, ଜୀବନ କଥା, ଜୀବନ ଚରିତ୍ର, ଜୀବନ ବୃତ୍ତ, ଜୀବନ ବୃତ୍ତାନ୍ତ, ଜୀବନସତ୍ତା, ଜୀବନୀ, ବୟସ, ବୟସ ସୀମା, ସଜୀବତା, ସମୟ ସୀମା

Definition

ସ୍ୱେଚ୍ଛାରେ ଗତି କରୁଥିବା ଜୀବ
ସଜୀବ ପ୍ରାଣୀ ବା ଯେଉଁଥିରେ ପ୍ରାଣ ଅଛି
ଜନ୍ମରୁ ଆରମ୍ଭ କରି ଏପର୍ଯ୍ୟନ୍ତ ଜୀବନ କାଳ ବା ବିତି ଯାଇଥିବା ଜୀବନ କାଳ
ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ସମୟ ଯାହାର ଗଣନା ଦିନ,ମାସ, ବର୍ଷ

Example

ପୃଥିବୀରେ ଅନେକ ପ୍ରକାରର ଜୀବଜନ୍ତୁ ଦେଖାଯାନ୍ତି
ପୃଥିବୀ ଉପରେ ବିଭିନ୍ନ ପ୍ରକାର ଜୀବ ମିଳନ୍ତି
ଶ୍ୟାମ ମୋଠାରୁ ବୟସରେ ଦୁଇ ବର୍ଷ ବଡ଼ / ଏହି ପ୍ରତିଯୋଗିତାରେ ଦଶ ବର୍ଷରୁ କମ ବୟସର ପିଲାଭାଗ ନେଇପାରି