Home Oriya Odia Dictionary

Download Oriya Odia Dictionary APP

Life History Oriya Odia Meaning

ଜୀବନ କଥା, ଜୀବନ ଚରିତ୍ର, ଜୀବନ ବୃତ୍ତ, ଜୀବନ ବୃତ୍ତାନ୍ତ, ଜୀବନୀ

Definition

କାହାର ଜୀବନ ସଂବନ୍ଧିତ ସବୁ କଥାଗୁଡ଼ିକର ବର୍ଣ୍ଣନ
ଯେଉଁ ପୁସ୍ତକରେ କୌଣସି ବ୍ୟକ୍ତିଙ୍କର ଜୀବନସାରା ଘଟିଥିବା ଘଟଣା ବର୍ଣ୍ଣିତ ଥାଏ

Example

ସେ ନିଜ ଜୀବନୀ ଲେଖୁଛନ୍ତି"" ଡ଼
ଶ୍ୟାମ ପୁସ୍ତକାଳୟରେ ବସି ମହାପୁରୁଷଙ୍କ ଜୀବନୀ ପଢ଼ୁଛି