Home Oriya Odia Dictionary

Download Oriya Odia Dictionary APP

Like Oriya Odia Meaning

ଅଭିଳାଷ କରିବା, ଇଚ୍ଛା ହେବା, ଏକାପରି, ଏପରି, ଏଭଳି, ଏହିପରି, ଚାହିଁବା, ପସନ୍ଦ ଆସିବା, ପୋଷେଇବା, ଭଲ ଲାଗିବା, ମନ ହେବା

Definition

ଯିଏ ଦେଖିବାକୁ ଏକା ଭଳି
ଇଚ୍ଛା କରିବା
କୌଣସି କଥା କିମ୍ବା ବସ୍ତୁ ଇତ୍ୟାଦି ପ୍ରାପ୍ତି ଆଡ଼କୁ ଧ୍ୟାନ ଯିବା
ଯେଉଁ ପ୍ରକାରର
ପ୍ରେମ ପ୍ରକ‌ଟ କରିବା
ଏଇ ଭଳିଆ
ଅନେକ ବସ୍ତୁ ମଧ୍ୟରୁ କିଛି ମନ ପସନ୍ଦ ବସ୍ତୁ

Example

ମୋର କିଛି ଖାଇବାପାଇଁ ଇଚ୍ଛା ହେଉଛି
ତା ଭଳି ବାହାଦୁର ଏଠାରେ କେହିନାହିଁ
ସେ ତାଙ୍କ ପିଲାଙ୍କୁ ବହୁତ ଭଲ ପାଆନ୍ତି
ମୋ ପଖରେ ମଧ୍ୟ ଏପରି ବଟୁଆ ଅଛି
ଲୁଗା ଦୋକାନରେ ନିଜ ପାଇଁ ମୁଁ ଦଶଟି ଶାଢ଼ୀ ବାଛିଲି
ଆପଣ ଯେଉଁଭଳି କହୁଛନ୍ତି ତାହା ଠିକ ନୁହେଁ