Home Oriya Odia Dictionary

Download Oriya Odia Dictionary APP

Line Oriya Odia Meaning

କାମଧନ୍ଦା, କାରବାର, ଖିଞ୍ଚିବା, ଜୀବିକା, ଟାଣିବା, ଧନ୍ଦା, ଧାଡିରେ ରହିବା, ପଂକ୍ତି, ପଂକ୍ତିବଦ୍ଧହେବା, ପେଶା, ବୃତ୍ତି, ବ୍ୟବସାୟ, ରେଖା, ରୋଜଗାର, ଲାଇନ, ଶ୍ରେଣୀବଦ୍ଧହେବା

Definition

ଜିନିଷ ତିଆରି କରିବା, କିଣିବା ଓ ବିକିବା କାମ
କୌଣସି ଉଦ୍ଦେଶ୍ୟରେ କଥିତ, ଲିଖିତ, ବା ସାଂକେତିକ ମହତ୍ୱପୂର୍ଣ୍ଣ କଥା
ଗିନି ଭଳି ଗୋଲାକାର ଧାତୁଖଣ୍ଡର ଯୋଡ଼ି ଯାହା ପୂଜାଆଦି ସମୟରେ ବଜାଯାଏ
ସୂତା, ଛଣଆଦିକୁ ବଳି ତିଆରିକରାଯାଉଥିବା ଲମ୍ବା ବସ୍ତୁ ଯାହା ବି

Example

ରାମର କଠିନ ପରିଶ୍ରମ ଯୋଗୁଁ ତାର ବେପାର ଦିନରାତି ବଢ଼ୁଛି
ନିଜ ଭାଇର ବାହାଘର ଖବରପାଇ ତା’ର ଖୁସିର ସୀମା ରହିଲାନି
କୀର୍ତ୍ତନରେ କେତେ ଯୋଡ଼ା ଝାଞ୍ଜ ବାଜୁଥିଲା
ଗାଁବାଲା ଚୋରକୁ ଦଉଡ଼ିରେ ବାନ୍ଧିଦେଲେ
ୟୁରିଆର ପ୍ରସ୍ତୁତି ରାସାୟନିକ ପ୍ରକ୍ରିୟାରେ ହେଉଛି
ଗ୍ରାମୀଣ କ