Home Oriya Odia Dictionary

Download Oriya Odia Dictionary APP

Link Oriya Odia Meaning

ଜୋଡିବା, ମିଶାଇବା, ଯୋଡିହେବା, ଲଗାଇବା, ଲଗେଇବା, ସଂଯୁକ୍ତ କରିବା, ସଂଲଗ୍ନ କରିବା

Definition

କୌଣସି କବିତା ବା ଗୀତରେ ଥିବା ଚରଣ ବା ପଦ
ଶିକୁଳିର ମାଳିରେ ଥିବା କୌଣସି ମୁଦି
କୌଣସି ଜିନିଷକୁ ଅଟକାଇବା ନିମନ୍ତେ ଯେଉଁ ଛୋଟ କଢ଼ା ଲଗା ଯାଏ
ଶୁଖା ଯାଇଥିବା ଗୋବର

Example

ସୀତା ସ୍ୱଲିଖିତ କବିତାର ଗୋଟିଏ ପଂକ୍ତି ଶୁଣାଇଲେ
ଜଞ୍ଜିରର କଡ଼ି ଛିଡ଼ିଗଲା ପରେ ବଳଦ ଖେତ ଆଡ଼କୁ ପଳାଇଲା
ସେ ଶାଙ୍କୁଳିକୁ କଡ଼ାରେ ଭର୍ତ୍ତିକରି ତାଲା ଲଗାଇ ଦେଲେ
ଶୀଲା ଚାରଣ ଭୂମିରେ ବୁଲିବୁଲି ଘଷି ସାଉଁଟୁଛି