Home Oriya Odia Dictionary

Download Oriya Odia Dictionary APP

Listlessness Oriya Odia Meaning

ଅକର୍ମଣ୍ୟତା, ଅପାରଗତା

Definition

ଯାହାର ଚିତ୍ତ ବିରସ ହୋଇ କୌଣସି କଥାରୁ ଓହରି ଯାଇଚି
ଯିଏ ପ୍ରସନ୍ନ ନୁହେଁ
କାମ କରିବା ନିମନ୍ତେ ଉତ୍ସାହହୀନତା

Example

ତୁମର ଉଦାସ ଚେହେରା ହିଁ କହିଦେଉଛି ଯେ ତୁମେ ବହୁତ ଚିନ୍ତିତ ଅଛ
ରାମର ଆଚରଣରେ ଗୁରୁଜୀ ଅପ୍ରସନ୍ନ ଥିଲେ
ଆଳସ୍ୟ କାରଣରୁ ମୁଁ ଏହି କାମ କରିପାରିଲି ନାହିଁ