Home Oriya Odia Dictionary

Download Oriya Odia Dictionary APP

Load Oriya Odia Meaning

ଚଢେଇବା, ବୋଝ, ବୋଝେଇ କରାଇବା, ଭାର, ଲଦାଇବା, ଲଦିବା

Definition

କୌଣସି କାମ, ବିଷୟ ବା କଥାପାଇଁ ନିଆଯାଇଥିବା ଭାର
କାହାରି ରକ୍ଷଣାବେକ୍ଷଣରେ ରହିବା ତଥା ତାଙ୍କପାଇଁ ଉପଯୋଗୀ ନହେବାର ଅବସ୍ଥା
କୌଣସି କାର୍ଯ୍ୟ ନିଜ ସପକ୍ଷରେ କରିବା ନିମନ୍ତେ ଅନୁଚିତ ରୀତିରେ ଦିଆଯାଉଥିବା କିମ୍ବା ନିଆଯାଉଥିବା ଦ୍ରବ୍ୟ
ମୂଲ୍ୟ, ଦେଣାଆଦି ପରିଶୋଧ କ

Example

ଏହି କାମ କରିବାପାଇଁ କିଏ ଦାୟିତ୍ୱ ନେବ?
କର୍ମହୀନ ବ୍ୟକ୍ତି ପୃଥିବୀପାଇଁ ଭାର ହୋଇଥାଏ
ସେ ଲାଞ୍ଚ ନେବାବେଳେ ଧରା ପଡ଼ିଲା
ପ୍ରଥମେ ମୋର ଋଣ ପରିଶୋଧ କର, ପରେ ବିଜୁଳି ବିଲ ପରି