Home Oriya Odia Dictionary

Download Oriya Odia Dictionary APP

Load Up Oriya Odia Meaning

ବୋଝେଇ କରାଇବା, ଲଦାଇବା

Definition

କୌଣସି କାର୍ଯ୍ୟ ଆଦି କରିବାପାଇଁ କାହାରିକୁ ଦାୟିତ୍ୱ ଦେବା
ବୋଝ ବା ଭାର ଉପରକୁ ନେବା
କାହାରି ଉପରେ କୌଣସି ବସ୍ତୁ ରଖିବା
କାହାର ନଚାହିଁବା ସତ୍ତ୍ୱେ ମଧ୍ୟ ତାଙ୍କ ଉପରେ ଦାୟିତ୍ୱ ବା ଭାର ଆଦି ରଖିବା

Example

ମାଲିକ ସବୁକାମ ମୋ ଉପରେ ଲଦି ଦେଲେ
ଟ୍ରକ ଉପରକୁ ମାଲ ଉଠାଇବାପାଇଁ ମୂଲିଆ ପିଠି ଉପରେ ବସ୍ତା ଲଦିଲା
ଚାକର ଟ୍ରାକ୍ଟର ଉପରେ ଶସ୍ୟ ବସ୍ତାଗୁଡ଼ିକ ଲଦିଲା
ସେ ଯିବା