Home Oriya Odia Dictionary

Download Oriya Odia Dictionary APP

Loaded Oriya Odia Meaning

ନଦା, ମଦମତ୍ତ, ମଦୋନ୍ମତ୍ତ, ମାତାଲ, ଲଦା, ଲଦାହୋଇ, ଲଦିହୋଇ

Definition

ଯାହା ପୂରାପୂରି ପୂର୍ଣ୍ଣ ବା ଭରାହୋଇଛି କିମ୍ବା ଯେଉଁଥିରେ କିଛି କମ୍‌ ନାହିଁ
ଯେ ମଦରେ ଉନ୍ମତ୍ତ ବା ନିଶାରେ ମସ୍ତ ହୋଇଛି
ଯେତେ ଅଧିକରୁ ଅଧିକ ଭର୍ତ୍ତିକରା ଯାଇପାରେ ସେତିକି ଧରିବା
ମଦ ପିଇଥିବା ବ୍ୟକ୍ତି
ଯେ ମଦପାନ କରିଥାଏ
ଭୋଜନପାଇଁ ପ୍ରସ୍ତୁତ ବା

Example

ମଦୋନ୍ମତ୍ତ ବ୍ୟକ୍ତି ଅନର୍ଥକ କଥା ବକୁଥାଏ
ପୋଖରୀ ପାଣିରେ ଭର୍ତ୍ତି ହୋଇଛି
ସେ ପୂରାପୂରି ମାତାଲ ଥିଲା
ଖାଇବାପାଇଁ ଲୋକମାନେ ଖାଦ୍ୟ ପଦାର୍ଥ ପୂର୍ଣ୍ଣ ଟେବୁଲ