Home Oriya Odia Dictionary

Download Oriya Odia Dictionary APP

Loading Oriya Odia Meaning

ବୋଝ, ଭାର

Definition

ଜପମାଳା ବା ଫୁଲଆଦିରେ ସୂତା ପୂରାଇ ତିଆରି କରାଯାଉଥିବା ବସ୍ତୁ ଯାହା ଗଳାରେ ପିନ୍ଧାଯାଏ
କୌଣସି କାମରେ ଲଗାଯାଉଥିବା ବସ୍ତୁ
ଟଙ୍କା-ପଇସା, ସୁନା-ରୂପା,ଜମି-ଜମା ଇତ୍ୟାଦି
ଧନ ଦୌଲତ ଏବଂ ଭୂସଂପତ୍ତିଆଦି ଯାହା କାହାର ଅଧିକାରରେ ଅଛି ଏବଂ ଯାହା କିଣାବିକା କରାଯାଇପାରିବ
କ୍ରୟ ବି କ୍ରୟ ବସ୍ତୁ

Example

ତାହାର ଗଳାରେ ଏକ ମୋତିମାଳା ଶୋଭାପାଉଛି
ଇଟା, ସିମେଣ୍ଟଆଦି ଜିନିଷ ଘର ତିଆରି କାମରେ ଆସେ
ଧନ-ଦୌଲତର ଉପଯୋଗ ଭଲ କାମରେ କରାଯିବା ଆବଶ୍ୟକ
ସେ ବହୁତ ପରିଶ୍ରମକରି ଅତ୍ୟଧିକ ସମ୍ପତ୍ତି ଅର୍ଜନ କଲେ
ସେ ସୌଦା କିଣିବାପାଇଁ ଯାଇଛି