Home Oriya Odia Dictionary

Download Oriya Odia Dictionary APP

Locomotive Oriya Odia Meaning

ଇଂଜିନ୍

Definition

ଗୋଟିଏ ପ୍ରକାରର ଯନ୍ତ୍ର ଯାହା ବିଦ୍ୟୁତ, ଖଣିଜ ତେଲ, କୋଇଲାଆଦିରେ ଚାଲେ ଏବଂ ଅନ୍ୟ ଯନ୍ତ୍ରମାନଙ୍କୁ ସଂଚାଳିତ କରେ
ଯେଉଁ ଗାଡ଼ି ରେଳଡବାଗୁଡ଼ିକ ଆଗରେ ଲାଗି ସେଗୁଡ଼ିକୁ ଟାଣେ

Example

ଇଂଜିନ୍ ଖରାପ ହୋଇଯିବା କାରଣରୁ ଉଡ଼ାଜାହାଜକୁ ତଳକୁ ଓହ୍ଲାଇବାକୁ ପଡ଼ିଲା
ରେଳଗାଡ଼ିରେ ଇଂଜିନ୍ ଯୋଡ଼ା ହେଉଛି