Home Oriya Odia Dictionary

Download Oriya Odia Dictionary APP

Log Oriya Odia Meaning

ଲଗ୍

Definition

ବୃକ୍ଷର ଯେଉଁ ତଳ ଅଂଶରେ ଡାଳ ନଥାଏ
କାଠର ବଡ଼ ଖଣ୍ଡ
ଯେଉଁ ବହିରେ ପ୍ରତ୍ୟେକ ଦିନର କାର୍ଯ୍ୟ ବା ଅନ୍ୟର ନାମ ଠିକଣା ଆଦି ଲେଖାଯାଏ
ବନ୍ଧୁକ ପଛଭାଗର ଚଉଡ଼ା ଅଂଶ

Example

ଏହି ଗଛର ଗଣ୍ଡି ବହୁତ ସରୁ
ଗ୍ରାମବାସୀମାନେ ଭାସୁଥିବା କାଠଗଣ୍ଡିକୁ ନଦୀରୁ ବାହାର କରିବାକୁ ଚେଷ୍ଟା କରୁଥିଲେ
ମୀରା ତା ଡାଏରୀରେ ଘର ଛାଡ଼ିବାର କାରଣ ଲେଖିଥିଲା
ସିପାହୀ ଚୋରକୁ କୁନ୍ଦାରେ ପିଟିପିଟି ଘାଇଲା କରିଦେଲା