Home Oriya Odia Dictionary

Download Oriya Odia Dictionary APP

Look Oriya Odia Meaning

ଅନୁଭବ କରାଇବା, ଅବଲୋକନ କରିବା, ଚାହିଁ ବସିବା, ଚାହିଁବା, ଚେହେରା, ଦର୍ଶନ କରିବା, ଦୃଷ୍ଟିଗୋଚର ହେବା, ଦେଖାଇବା, ଦେଖାଣ, ଦେଖିବା, ନିରେଖେଇବା, ପ୍ରଦର୍ଶନ, ବେକାରରେ ଅପେକ୍ଷା କରିବା, ବ୍ୟର୍ଥ ପ୍ରତୀକ୍ଷା କରିବା, ମୁଖମଣ୍ଡଳ, ମୁଖାଭିବ୍ୟକ୍ତି, ମୁହଁ କରିବା, ମୁହଁ ହେବା ଜ୍ୟୋତିଷ, ହାବଭାବ

Definition

ଦେଖିବାପାଇଁ ବା ପାଇବାପାଇଁ କୌଣସି ବସ୍ତୁର ଅନ୍ୱେଷଣ କରି ତାହା କେମିତି ଓ କେଉଁଠି ଅଛି ତାକୁ ଜାଣିବା
ସେହି ବୃତ୍ତି ବା ଶକ୍ତି ଯେଉଁଥିରେ ମନୁଷ୍ୟ ବା ଜୀବ ସବୁ ଜିନିଷ ଦେଖି ପାରନ୍ତି
କୌଣସି ବସ୍ତୁକୁ ଦେଖିବା ବା

Example

କଲମ୍ବସ୍‌ ଆମେରିକା ଆବିଷ୍କାର କରିଥିଲେ
ଶାଗୁଣାର ଦୃଷ୍ଟି ବହୁତ ତେଜ୍ ହୋଇଥାଏ
ଆମ ଦୃଷ୍ଟି କୋଣରେ ଆପଣଙ୍କର ଏହି କାମ ଅନୁଚିତ
କବିତାରେ କବିର ନିଜସ୍ୱ ବିଚାରର ଅଭିବ୍ୟକ୍ତି ନିହିତ
ଏହି ଛୋଟ କାମ୍‌ ଜରିଆରେ ମ