Home Oriya Odia Dictionary

Download Oriya Odia Dictionary APP

Loose Oriya Odia Meaning

ଖଲାସ ହେବା, ଚମ୍ପଟ, ଢିଲା, ପଳାୟମାନ, ପଳାୟିତ, ଫେରାର, ମୁକ୍ତ ହେବା, ହୁଗୁଳା

Definition

ଯାହା ବ୍ୟବସ୍ଥିତ ନୁହେଁ
ନିଜ ସ୍ଥାନରୁ ହଟାଇ ଦିଆଯାଇଥିବା ବା ଖସିପଡ଼ିଥିବା
ଯିଏ ଶାନ୍ତ ନୁହେଁ
ଯାହା ଲୁପ୍ତ ହୋଇଯାଇଛି
ଯେ ଲୁଚି ରହିଛି
ଏକ ରୋଗ ଯେଉଁଥିରେ ଖାଇବାପଦାର୍ଥ ଅନ୍ତନାଡ଼ୀ ଦେଇ ଝାଡ଼ାରେ ବାହାରିଯାଏ
ଯାହା ମରିଯାଇଛି
ଗଛର ଯେଉଁ ଅଙ୍ଗ

Example

ଶ୍ୟାମ ଅସଜଡ଼ା କୋଠରୀକୁ ସଜାଡ଼ୁଛି
ରାଜା ନିଜ ଅଧିକାରରୁ ଚ୍ୟୁତ ହୋଇ ବଣକୁ ଚାଲିଗଲେ / ତାଙ୍କୁ ତାଙ୍କ ଅଧିକାରରୁ ଚ୍ୟୁତ କରିଦିଆଗଲା
ଅଶାନ୍ତ ମନ କୌଣସି କାମରେ ଲାଗେ ନାହିଁ
ଡାୟୋନସର ଏକ ବିଲୁପ୍ତ ପ୍ରାଣୀ
ସେ ଏହି ମାମଲା ସମ୍ବନ୍ଧିତ ଏକ ଗୁପ୍ତ କଥା କହିଲେ
ସେ