Home Oriya Odia Dictionary

Download Oriya Odia Dictionary APP

Lop Off Oriya Odia Meaning

କାଟିବା

Definition

ସମୂହରୁ ଜିନିଷଗୁଡ଼ିକୁ ଅଲଗା କରିବା
ଅଲଗା ବା ପୃଥକ କରିବା
ବାଛି ଅଲଗା କରିବା ପ୍ରକ୍ରିୟା
ଅନେକ ବସ୍ତୁ ମଧ୍ୟରୁ କିଛି ମନ ପସନ୍ଦ ବସ୍ତୁ ଅଲଗା କରିବା
କାଟିକରି ଅଲଗା କରିବା
କାଟି

Example

ସେ ଟୋକେଇରୁ ଭଲ ଆମ୍ବ ବାଛୁଛି
ସୀତା ଚାଉଳରେ ମିଶି ଯାଇଥିବା ଡାଲିକୁ ଅଲଗା କରୁଛି /ସେ ବଡ଼ ବଡ଼ ମାଛ ଅଲଗା କରୁଛି
ଛଟେଇ ପରେ କେବଳ ଦଶଜଣ ମୂଲିଆ ରହିଗଲେ
କିଏ ମୋ ନାଁ ଭୋଟର ଲିଷ୍ଟ୍‌ରୁ ହଟେଇ ଦେଇଛି
ଲୁଗା ଦୋକାନରେ ନିଜ ପାଇଁ ମୁଁ ଦଶଟି ଶାଢ଼ୀ ବାଛିଲି
ସେ