Home Oriya Odia Dictionary

Download Oriya Odia Dictionary APP

Lord Oriya Odia Meaning

ଅଧିକାରୀ, ଅଧିପତି, ଅଧିପତି କରାଇବା, ଅଧୀଶ, ନାଥ, ମାଲିକ, ମାଲିକ କରାଇବା, ମୂଖ୍ୟ କରାଇବା, ସ୍ବାମୀ, ହାକିମ

Definition

ଧର୍ମଗ୍ରନ୍ଥରେ ସ୍ୱୀକାର କରାଯାଇଥିବା ସର୍ବୋଚ୍ଚ ସତ୍ତା ଯେ ସୃଷ୍ଟିର ଅଧିକାରୀ
ଯେ ପୂଜାର ଯୋଗ୍ୟ
ଯିଏ ଯୁଦ୍ଧ କରେ
କୌଣସି ଦେଶର ପ୍ରଧାନ ଶାସକ ଏବଂ ସ୍ୱାମୀ
ସ୍ତ୍ରୀ ଦୃଷ୍ଟିରେ ତାଙ୍କର ବିବାହିତ ପୁରୁଷ
ଏକ ଇ

Example

ଗୌତମ ବୁଦ୍ଧ ପୂଜନୀୟ ବ୍ୟକ୍ତି ଥିଲେ
ମାଲିକ ଚାକର ଉପରେ ବିଗୁଡ଼ୁଥିଲେ
ତ୍ରେତୟା ଯୁଗରେ ଶ୍ରୀରାମ ଅଯୋଧ୍ୟାର ରାଜା ଥିଲେ
ଶିଲାଙ୍କ ସ୍ୱାମୀ ଚାଷକରି ପରିବାର ପୋଷଣ କରୁଛନ୍ତି
ସେ ଏଠିକାର ଲାଟ୍‌ ସ