Home Oriya Odia Dictionary

Download Oriya Odia Dictionary APP

Loss Oriya Odia Meaning

ଅପଚୟ, କ୍ଷତି, ଘାଟା, ଲୋକସାନ, ହାନି

Definition

ଯାହା ନଷ୍ଟ ହୋଇଯାଇଛି
ଅଳ୍ପ ହେବାର ଅବସ୍ଥା ବା ଭାବ
କୌଣସି ବେପାରଆଦିରେ ହେଉଥିବା କ୍ଷତି
କୌଣସି ଜିନିଷର ଅସ୍ତିତ୍ୱର ସମାପ୍ତି
ଉପକାରର ବିପରୀତ କାମ ବା ଅନୁଚିତ ବା ଖରାପ କାମ
ହିତର ବିରୋଧୀ ଭାବ
ଗରିବ କିମ୍ବା ନିର୍ଧନ

Example

ସମୟ କମ୍‌ ହେବା କାରଣରୁ ମୁଁ ସେଠାକୁ ଯାଇପାରିଲି ନାହିଁ
ଏହି ବେପାରରେ ମୋର ଖାଲି କ୍ଷତି ହେଲା
ବିନାଶ ସମୟରେ ବୁଦ୍ଧି ଭ୍ରଷ୍ଟ ହୋଇଯାଏ
କାହାରି କ୍ଷତି କରନାହିଁ
କାହାର ଅନିଷ୍ଟ ଚିନ୍ତା କରିବା ଉଚି